କୋଉଠି ସତ୍ୟ Where Is The Truth? Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କୋଉଠି ସତ୍ୟ Where Is The Truth?

ଥାଉ
ଗଜାନନ ମିଶ୍ର
(ଯେ ଯାହାମତେ ସୁଖ ଚିନ୍ତି
ସ୍ୱାମୀ ଜୀବନ ସେ ହରନ୍ତି - 7/9 ଅତିବଡି ଜଗନ୍ନାଥ)

ଥାଉ
ଏତିକିରେ ଏ ସବୁ।
ଏଣୁଏଣିକି
ସତ୍ୟ ଖୋଜାଯାଉ।

କୋଉଠି ସତ୍ଯ?
ସତ୍ୱରେ! !
କଦଳୀପତ୍ର
ମୁଣ୍ଡ ହଲାଏ।

ବଦନ ଶିର
ଊରୁ ଭୁଜ ଦେଖାନ୍ତି
ଯେ ଯାହା ତେଜ
ଫୁଟି ଉଠିଲାବେଳେ
ଦିବ୍ୟବେଶ, ନା ନା
କାହିଁ ନାହିଁ ଶେଷ।

ଦେଖ ମାୟା,
ଦେଖ ବାଙ୍କ ଚାହାଣୀ ଗତି,
ପଣସ ପତ୍ର ଦନାରେ
ଗୋବର ଟିକିଏ ଆଉ
କାଗଜର ପାଂଚଶହ ଦେଇ କହୁଛି
ଯିବ ଡେଇଁ ବୈତରଣୀ ନଦୀ!

ଆହା,
ସ୍ୱ-ପର ଭେଦ!
ପାରୁ ନି ଜାଣି ମୂଢ ନର
ଘାଣ୍ଟି ହେଉଛି ଯୋଉଠି
ନିଜର ଇ ଅନ୍ଧାର।

ତପୋବନ, ଟିଟିଲାଗଡ, ବଲାଙ୍ଗୀର
06/10/2020

Monday, October 5, 2020
Topic(s) of this poem: life,truth
POET'S NOTES ABOUT THE POEM
Language - odia, this is all about illusion of life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success