ସତ୍ୟ କୋଊଠି Where Is The Truth Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସତ୍ୟ କୋଊଠି Where Is The Truth

Rating: 5.0

କବିଟିଏ
ଗଜାନନ ମିଶ୍ର

ସତରେ କଣ ଚାହିଁ ନ ଥିଲି କବିଟିଏ ହେବାକୁ?

ଚାହିଁଥିଲିକି କବି ନାଁଧରି
ନକଲି ପୁରସ୍କାର ସମ୍ମାନ ସାଉଁଟିବାକୁ!

କିଏ ପଢୁଛି କାହାକୁ? କିଏ ବା ଶୁଣୁଛି କାହାକୁ?

ଶୁଣି ପଢି ବା ମିଳୁଛି କଣ ଏଠି ଏତେ!
ପଢି ଜାଣିଲାବାଲା ଶୁଣି ଜାଣିଲାବାଲା
ମିଳିଲେ ତ ପଚାରିହେବ ସତେ!

କବି କାହିଁ?
ନୂଆ କଣ ଦେଖେଇବ କିଏ ଆଉ?

ଜିଇଁ ହୁଅନ୍ତା ଯଦି ଆହୁରି
ଶବ୍ଦସଜା ହୁଅନ୍ତା ସହଜ ସତ୍ଯ ପରି!
ସତ୍ଯ ତ କାହିଁ କୋଉଠି?
ବୁଝିଲାବାଲାକୁ ଠାବ କରିବାକୁ ବି
ସମୟ ଲୋଡା ଏଠି!

ତପୋବନ, ଟିଟିଲାଗଡ, ବଲାଙ୍ଗିର
12/01/2020

ସତ୍ୟ କୋଊଠି Where Is The Truth
Saturday, January 11, 2020
Topic(s) of this poem: life
POET'S NOTES ABOUT THE POEM
Language - odia,script - brahmi
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success