1
ଯୋଉମାନେ ଭୁଲ ତଥ୍ୟ ଦେଇ
ଭୁଆଁ ବୁଲାଉଛନ୍ତି କି ଦଣ୍ଡ ବ୍ୟବସ୍ଥା ଅଛି?
ଏଠି ସମସ୍ତେ ଆତଙ୍କିତ!
କେତେ କିଏ ଜାଗ୍ରତ?
2
ବନ୍ଧୁ
କୁହାଁକେନ୍ଦୁ।
କହୁଥିଲେ କେବେ
କୃପାସିନ୍ଧୁ!
ଭାଇ!
ଛୁରୀ ଭୁଷାଭୁଷି
ଆମ୍ୱଗଛର କାଈ।
କୋଉଯାଏ ଯିବ
କାହାକୁ ନେଇ!
ସତ କୋଉଠି?
କିଏ ତୁମର!
This poem has not been translated into any other language yet.
I would like to translate this poem