ବୁଧି ବନା
ଗଜାନନ ମିଶ୍ର
ଜିମି କାହିଁ
କରମି କାଣା
ମୁଇଁ କଣା।
କେନଆଡେ ବାଟ୍
ଜନାନେଇଁ ମକେ
ମିଲସି କାଣା
ବସିଛେ ହାଟ୍।
ଖପରାଡୁଁଗରିଥି ସଭେ
ଜନା ନେଇଁ କାଁକାଜେ
ହାପସିକେଚଡେଇ ହଉଛନ୍
ଛୁଚେଭଟେ।
ବିନକହେ ଠିଆ ଠିଆ
ଅଚାବୁହା, କହନେଇଁ ଜାଦା
କରୁନା ଖାଏଲା ବୁଆ!
କେଁ ଜାନସ
କାହାର ଭିତରେ କାଣା!
କେଁ କହେସ
ସଭକୁ ସବୁବେଲେ
ନେଇଁ କରିହୁଏ ମନା।
ଜୁଏ ଆରୁ ଧୁକାର ଖେଲଥି
ବୁଧି ବନା।
ତପୋବନ, ଟିଟିଲାଗଡ, ବଲାଙ୍ଗୀର
10/03/2021
In English;
Where should I go?
What should I do?
I know not
Where is the road
And what is available
In the market.
What for
They are all
Busy for nothing
In Khapradungri?
With no reason
They are suffering
Tell not more
Karona finished all.
How to know
What is therein and
With whom!
Not easy to
Give negative opinion
To all.
No way out
In the play of
Air and fire.
This poem has not been translated into any other language yet.
I would like to translate this poem