ଜାଣିଗଲା ପରେ ଥରେ ସତ୍ୟ
ଆଉ କୁଆଡକୁ ଯିବ କେମିତି ମନ ।
ମୁଁ କିଏ ଆଉ କୋଉଠାର ପାଇଗଲା ପରେ
ଉତ୍ତର ଆଉ ଥାଏ କି ଡର ।
English rendering;
After knowing the truth
The mind would go anywhere.
Who am I and where from I came
If the answer is there, no fear.
This poem has not been translated into any other language yet.
I would like to translate this poem