ରଖିଛି ମନେ
କିଏ ଓ କେମିତି
ତୁମେମାନେ।
ଉଡିଛି ବୁଡିଛି
ଆଉ ମାପିଛି
ସମୁଦ୍ରର ଢେଉ।
କହିଦେଇଛି
ଯୋଉଠି ଗୋଲାପ
ସେଇଠି ଥାଉ।
ଆଉ ମୁଁ
ବଂଚିଛି ଏ ଯାଏ,
ଆଉ ମୁଁ
କହିଛି ମାଟିକୁ
ସୂର୍ଯ୍ୟକୁ ବାଏ।
This poem has not been translated into any other language yet.
I would like to translate this poem