କିଏ କାହାକୁ କରେ
ନମସ୍କାର?
କରେ କଣ ପାଇଁ?
ମୁଁ ଚତୁର ନୁହେଁ ଏତେ
ମିଛସତ ଜୁଡେଇ କହିବି
ଏଇଟା ଏମିତି
ସେଇଟା ସେମିତି ।
କହିଲେ କହିବ
ଇତି ଯୋଉଟା ତୁମଠି ।
ନ କହିଲେ ଜାଣିବ କିଏ,
କହିଲେ ପୁଣି ଯାଉଛି ବଦଳି
ଓଲଟା ଭାବରେ ।
ଓଲଟପାଲଟ ସବୁ ଏଠି
ଆଉ ଆମେ ନୀରବ କିଛି
କରି ନ ପାରି ଏମିତି ।
ନାହିଁ ଠିକ୍ ଠିକଣା କିଛି ।
This poem has not been translated into any other language yet.
I would like to translate this poem