ମୋର ବୋଲି
ଗଜାନନ ମିଶ୍ର
ମୋର ବୋଲି
ଯିଏ କହେ
ସେ କିଏ କି!
ଏ ଆକାଶ
ଏ ବତାଶ
ଥରୁଥାଏ।
ନେଡିଗୁଡ
କହୁଣିକୁ
ବହୁଥାଏ।
ଅନ୍ଧାରକୁ
ଡରିଯାଇ
ଆଲୁଅରେ
ଖେଳୁଥାଏ।
This poem has not been translated into any other language yet.
I would like to translate this poem