କେନ କହେଲା ତମକୁ Who Told You Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କେନ କହେଲା ତମକୁ Who Told You

Rating: 5.0

1

ମୁଇଁ ଗଜାନନ ମିଶ୍ର

ମୁଇଁ ଗଜାନନ ମିଶ୍ର
କେନ୍ କହେଲା ହୋ ତମକୁ!
ଇ ଭଟର କାର୍ଡ
ଇ ଆଧାର କାର୍ଡ
ପାନ୍ ହଉ କି ଡ୍ରାଇଭିଂ
ନକଲି ଭି ହେଇପାରସି।
ମତେ ଇ ଜେନ ଦେଖୁଛ
ମୁଇଁ ନେଇଁସେ ଏନ୍ତା।
ମୁଇଁ କେନ୍ ଆଏ
ହେଟା କହେବାର କାଜେ
ନେଇଁ ଆଏବାର ଧେଇଁ!
ମୁଇଁ ମୁଇଁ ଆଏ
ଏତକି ଜାନବାରକାଜେ
ତତୁଛେ ଭୂଇଁ ।

2
କେନ୍ କହେଲା ସତ୍ ବଲି

କେନ୍ କହେଲା ସତ୍ ବଲି!
ଏନ୍ତା ସେନ୍ତା ନେଇଁସେ କିଛୁ।

ପଡିଛେ ଜଦରଭି ପଡିଛେ
ଇନେ ହେନେ ଆରୁ ଆରୁ
କେନ କେନ ଠାନେ
ହେମାନକର ହିସାବ
ଜାନିଛେ ଜେନ୍
ଆନ ଡାକି ପାସକେ!

ପାସେ ତମର
ଅଛେ ସବୁଗୋ ବୁଆ।
ଖାଲି ଦେଖି ଜାନବାର କଥା।
ନେଇଁ ଜାନିକରି କିଛୁ
ନେଇଁ ଫୁଟ ଟୁଡଁ ଆରୁ
ଗୁପି ଜିବ ହେନ କେନ

Sunday, December 1, 2019
Topic(s) of this poem: life
COMMENTS OF THE POEM
Gajanan Mishra 01 December 2019

Language - kosli, script - brahmi. All about mystery of life

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success