କହିବାଲୋକ
କେତେ କିଏ
କଣ ସବୁ କହିବେ।
କୁହନ୍ତୁ, କହିବାକୁ ଦିଆଯାଉ।
ନ କହିଲେ
ପଡିବ ନି ଜଣା
କୋଉଠି କଣ।
ଜଣା ନ ପଡିଲେ
କରାଯିବ କଣ
ହେବ ନି କହି।
ଆଉ ନ କହିଲେ
ମେଘ କି ମାଟି
ପବନ କି ଆଲୁଅ
କିଏ ଖୋଲିବ ପାଟି!
This poem has not been translated into any other language yet.
I would like to translate this poem