1.
ଉପରବାଲା ମାଲିକ,
ସକାଲୁ ଘରୁ ବାହାରଲେ
ସଁଜକେ ଫିରଲେ ଜାଇକରି
ଫିରଲା ବାଗିର ନେଇଁ ତ,
କେନଠାନେ କେଁଟା ହେବା
କେନ ପାରବା କହି?
2.
ଠିକ୍ ନେଇଁ ସେ କିଛୁ
ଆରୁ ଜେନଟା ଜାହା
ହେଟାକେ ହେଟା
ବଲବାରକାଜେ ନେଇଁ
ବଲୁଛେ ଟୁଁଡ ।
ଇଛେନକା କହିଥିବ
ଆରୁ ଇଛେନକା
ଜଉଛେ ବଦଲି ସବୁ ।
This poem has not been translated into any other language yet.
I would like to translate this poem
uncertail time, uncertain life