ସାରା ଦେଶ Whole Country Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସାରା ଦେଶ Whole Country

Rating: 5.0

ସରକାରୀ ମୁଦ୍ଦା ଆଉ ମୌଖିକ ଗଣିତ
ଗଜାନନ ମିଶ୍ର

ଷ୍ଟାଣ୍ଡାର୍ଡ ଥ୍ରୀ ରେ ପଢୁଥିବା ଆଇସା
ମୌଖିକ ଗଣିତରେ ପୂରାରୁ ପୂରା
କେବେ ଆଣେ ନାଇଁ, ଅସୁବିଧା
ରହିଥାଏ ଓଡିଆ ବୁଝା
ତିନି ଅଷ୍ଟା ଜାଣେନା
ମତଲବ ପଚାରେ,
ଥ୍ରୀ ଇଜା ଆଇଟ କହିଲେ
ଚେତା ପଶେ।
ବାପ-ଝିଅ ଭିତରେ
ଯାହା କଥାବାର୍ତ୍ତା ଚାଲେ
ଇଂଲିଶ ରାଣୀ ଭାୟାରେ।

ରାଜନୀତି ପଶାପାଲିରେ
ଫଶିଯାଏ ଅମିତାଭ,
ଅସମ୍ଭାଳ ହୋଇଯାଏ ପ୍ରେସର ।
ଦଲାଦଲା କାଦୁଅରେ
ଖେଳିବା ଆଦୌ ନୁହଁ ସହଜ।
ଆକ୍ସିଡେଣ୍ଟ ସିଓର।
କାଳିଆ କସରା ଆଉଟଡେଟେଡ।
ସେବାରେ ମାନ ସମ୍ମାନ
ଆଉ କୋଉଠି କହେ ନରେନ୍ଦ୍ର।
ୱା ୱା ରେ କଂପୁଥାଏ
ସାରା ଦେଶ
ଗୋଟେ ହୋ!

ତପୋବନ, ଟିଟିଲାଗଡ, ବଲାଙ୍ଗିର
7/10/2019

POET'S NOTES ABOUT THE POEM
All in illusion. Written in odia language. Odia is the official language of odisha india. Script - brahmi.
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success