କିଏ କାର ବୁଆ
କିଏ କାର ପୋ।
ଜେନ ହଉ ଜେନ୍ତା
ସବୁ ଖୋ।
ସବୁ ମୋର ମୋର୍,
ନେଇଁ ସେ କିଛୁ ତୋର୍।
ଜାନଜିବନ୍ ଛାଡି
ହେଲୁ ନ ମୁରକୁଟି
ପଡୁ ନେଇଁ କିଛୁ ସୋର୍।
ହେଲା ବୋ ହେଲା ବୋ,
ଜିବାର୍ ଟା ଥିବାର୍ ଟା
ସବୁ ହଉଛେ ପାସୋର୍।
ବାଟି ମାରଲେ ଠୋ
ପଚର କି ନେଇଁ ପଚର
ସବୁ ଢୋ।
English rendering;
Whose father who
Whose son who
Who is how
All zero.
All mine, mine
Nothing is yours.
You are destroyed
Nothing in remembrance.
Okay okay
Present and absent-
All forgotten.
Small earthen ball stroke,
Ask or not all croak.
This poem has not been translated into any other language yet.
I would like to translate this poem
If you make others life difficult, be prepared to face consequences! Choose! !