1.
ମର୍ଲକେ ଆଛେ ମୁର୍ ତିରି।
ଆରୁ ହେଟା ନେଇଁ ଥିଲେ ମୁଇଁ
ନେଇଁପାରେଁ ଚଲି।
ମାର୍ ଶାକ୍ତି ସବୁ ହେଟା,
ନେଇଁ କାଆନା ବୁଆ,
ଖାଏଦପିଁଧନ କାଜେ
ଦହେଁ ଆମେ
ଇନେ ଆଚାବୁହା
2.
ତିରି ଗୁଟେ ପତର୍
ଜେନ୍ ପତର୍ ଦେଖୁଥିସିଁ
ମୁଇଁ ଥରକେଥର୍।
ମୁହୁଁଫୁଲା ରଗାରୁଷା
ବେଲାକେ ବେଲା।
ଜିବନର ଛତର୍
ଆରୁ ପାଶେ ନେଇଁଥିଲେ
ନେଇଁ ହୁଏ ସମିଆ ବତର୍।
3.
ଫିରି ଆରୁ ହେସି କେଁ?
ତିରି ଆଛେ, କହେସି
ଫିରମା କାଁ କାଜେ ଗୋ
ଚୁନୁର ବୁଆ।
ଦମଧର୍ ନୁକୋ ପତରେ
ଏନ୍ତା ବଏସି ଘାଏ ଘାଏ କୁଆ।
ଦମଧର ଅଛେ ଆଗକେ
ଭାଗବସା ସମିଆ।
This poem has not been translated into any other language yet.
I would like to translate this poem
Wife - most important ingredients