ସମୁଦ୍ର ସହିତwith The Ocean Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସମୁଦ୍ର ସହିତwith The Ocean

ସମୁଦ୍ର ସହିତ ହିସାବକିତାବ
ଅଛି ଆହୁରି ବାକି,
ତଥାପି ସମୁଦ୍ରକୁ
ଦେଇଛି ଛାଡି ପାଖରୁ।

କାନ୍ଦୁଛି କି ହସୁଛି
ନାଚୁଛି କି ଚାଲୁଛି
ପାରୁ ନି କହି,
ତଥାପି ଅଛି ସମୁଦ୍ର।

ସମୁଦ୍ର ଅଛି
ଆଉ ଥିବ ବି,
ସମୁଦ୍ରକୁ ସମୁଦ୍ର ଜାଗାରେ
ନ ଛାଡି ଆଉ କୋଉଠି
ଛାଡି ଥାନ୍ତି କି!

କେତେ ରଙ୍ଗ ରଖିଛି ସମୁଦ୍ର,
ସମୁଦ୍ରକୁ ବି ନାଇଁ ଜଣା।
ସମୁଦ୍ର ପାଖରେ
ନିଆଁପାଣି ସବୁ ସମାନ,
ମୁଁ ସମୁଦ୍ରର କି
ସମୁଦ୍ର ମୋର
ନାହିଁ ଜଣା।

ସମୁଦ୍ରର ଠିକଣାରେ
ମୋର କିନ୍ତୁ ଯିବା ଆସିବା
ଆଉ ସବୁ ସେଠି
ଯୋଗସୂତ୍ରର ବାହାନା।

Saturday, September 8, 2018
Topic(s) of this poem: love
POET'S NOTES ABOUT THE POEM
written in odia language, odia is the official language of Odisha India
COMMENTS OF THE POEM
Gajanan Mishra 08 September 2018

about love about ocean, ocean, the symbol of love

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success