ପାହାଡ ଉପରେ
ଆକାଶସାଥୀରେ
ଓଡିଆ ଭାଷାରେ
ମୋର କଥାବାର୍ତ୍ତା।
ଉଡୁଛି ମୁଁ
ବୁଡୁଛି ମୁଁ
ଖେଳୁଛି ମୁଁ
ମୋ ଭାଷାରେ,
ରାଜନୀତି ଚାଲିଥିଲାବେଳେ
ଏ ମାଟିରେ।
ସମୁଦ୍ର ସାକ୍ଷୀ,
ଭାବନାକୁ ବ୍ୟକ୍ତ କଲାବେଳେ ପକ୍ଷୀ,
ନାଚି ନାଚି ଯାଉଛି ପବନ,
ଗଲାବେଳେ କହୁଛି ପୂର୍ଣ କେମିତି ଜୀବନ।
This poem has not been translated into any other language yet.
I would like to translate this poem