ତଥାପି ଅଛି ମୁଁ
ଆଉ ମତେ ଦେଖୁଛ ତୁମେ
ପ୍ରତ୍ୟହ।
ସଂପର୍କ ଅଛି ମୋର ସଭିଙ୍କ ସହିତ
ସମସ୍ତେ ଅଛନ୍ତି ମୋ ପାଇଁ।
ଅଛି ମୁଁ
କହୁଛି ଆଉ ଥରେ ବଡ ପାଟିରେ
ବିନା ଶବ୍ଦରେ I
This poem has not been translated into any other language yet.
I would like to translate this poem