ଠିକ୍,
କଣ ଠିକ୍?
ଯିଏ ଯାହା କହିଲେ
ସବୁ ଠିକ୍।
ଠିକ୍ ର ସଂଜ୍ଞା
କିଏ ଜାଣିଛି କି!
କିଏ ବା
ଅଛି ଠିକ୍ କୋଉଠି!
ଶବ୍ଦ ତ
ହେଉଛି ତିଆରି।
ଆଉ ଶବ୍ଦ
ଯାଉଛି ଭିତରୁ ବାହାରି।
ଠିକ୍ ଶବ୍ଦ
ଠିକ୍ ଲୋକ
ସଂଯୋଗରେ
ମିଶିବା ନୁହଁ ସହଜ।
ସତ କି ମିଛ
ଶବ୍ଦରେ ନାହିଁ ଦୋଷ।
ଦୋଷ ନିଜର
ଠିକ୍ ଠଉରେଇ ନ ପାରିବାର।
English rendering;
Right,
What is right?
Who so ever
Utter anything,
All right.
Who knows
The definition of right?
Who is right
And where?
The word is being
Created,
And word is
Going out
From inside.
The mixture of
Right word
With right person
Is not easy.
True or false,
The word has no fault.
Fault is with us
Not able to locate the right.
This poem has not been translated into any other language yet.
I would like to translate this poem