ଶବ୍ଦ ଆଉ Words And Life Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଶବ୍ଦ ଆଉ Words And Life

ଶବ୍ଦ ଆଉ ନୃତ୍ୟ।
ଶବ୍ଦର ନୃତ୍ୟ।
ପ୍ରତି ମୁହୂର୍ତ ଏଠି ସେଠି।
ଠଉରେଇବା ବଡ କଠିନ ଜୀବନର ଗତି।
କୋଉଠି କିଏ କାହାକୁ କଣ କହୁଛି କିଏ ବୁଝୁଛି।
କାରଣ ବୁଝୁ ବୁଝୁ ଖସି ଯାଉଛି ହାତରୁ ସବୁ।
ହାତ ଆଉ ଗୋଡ ନାହିଁ ଏକାଠି।
ଯାଉଛି ବଦଳି ରଙ୍ଗ ରୂପ ପ୍ରତିମୁହୂର୍ତ।
ଝଡର ସମୁଦ୍ର ଆଉ ସମୁଦ୍ରର ଝଡ
ଉଭୟେ ବ୍ୟସ୍ତ କରିବାରେ ସୃଷ୍ଟି ନୂଆ ଅଧ୍ୟାୟ।
କିଏ କାହା ସହିତ? ହେଉଛି କଣ ପରିବର୍ତନ?
ଆକାଶ ପୃଥିବୀର ମିଳନରେ ପୁଣି
ହେଉଛି କିଏ କାହାଠି ଲୀନ।
ଜାଣିବା ବୁଝିବା ବଡ କଠିନ ବଡ କଠିନ।

Saturday, January 27, 2018
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success