1
ଶବ୍ଦରେ କଣ ଥାଏ କବିତା?
ନା ଶବ୍ଦରୁ ଆସେ କବିତା?
କବିତା ଆଉ ଶବ୍ଦ ଭିତରର
ସଂପର୍କ କଣ ଆଉ କେତେ?
2
ଶବ୍ଦର ପୁଟରେ କବିତାକୁ ଏତେ ଭାରାକ୍ରାନ୍ତ କର ନା କବି।
ଛାଡିଦିଅ କବିତାକୁ କବିତା ପରି ଶବ୍ଦର ମାୟାଜାଲରୁ ମୁକୁଳାଇ।
This poem has not been translated into any other language yet.
I would like to translate this poem