ଜନଗଣମନର କଥା Words Of Common Men Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଜନଗଣମନର କଥା Words Of Common Men

Rating: 5.0

1.

କବିଟିଏ ପ୍ରଶ୍ନ ପଚାରିବ ନି ଯଦି
ଆଉ ପଚାରିବ କିଏ?
ଜନଗଣମନର କଥା କବିଟିଏ କହିବ ନି ଯଦି
ଆଉ କହିବ କିଏ?
କବି ପରା ସମସ୍ତଙ୍କର
ସମସ୍ତଙ୍କ ପାଇଁ ଅଛି ଏଠାରେ!

2.

ହଳଦୀ ରଙ୍ଗ ପରି ବିଦେଶୀ ସଙ୍ଗ
କିଛି କ୍ଷଣ ନିଜଠି ଥାଏ ।
ଆର କ୍ଷଣରେ ଛାଡିଯାଏ ପାଖରୁ ।
ଆଉ ବିଦେଶୀ ଭାଷା ନିଜର
ଚେରମୂଳ ସବୁକୁ କରିଦିଏ ଧ୍ୟଂସ ।
ସାବଧାନ!

3.

ପରର ଭାଷା, ପରର ମା,
ପରର ସ୍ତ୍ରୀ, ପରର ଘର ବାଡି
କାହାକୁ କେବେ ବି ପାରେ ନି
ଦେଇ ସୁଖ ।
ନିଜ ମା ମାଟିରେ ହିଁ ଥାଏ ସ୍ୱର୍ଗ ।
ନିଜ ପାଇଁ ହିଁ ନିଜର ସବୁ ।

4.

କେତେ ଯାଇଛନ୍ତି ଦାଦନ
ବିଜେପୁରରୁ?
ଶିକ୍ଷା ହାର କଣ
ବିଜେପୁରରେ?
କେତେ ଜମି ସେଠି ଜଳ ସେଚିତ?
ଅର୍ଥ ଚିନ୍ତା କେତେ ଲୋକଙ୍କଠି?
ବିକାଶ ହୋଇଛି କେତେ?

5.

କହୁଛୁ କଣ? କରୁଛୁ କଣ?
ଯାହା ଯେତେବେଳେ କହି
ଚାଲି ଯାଉଛୁ ସିଧା ନିଘା ନ କରି
ଉପର ତଳ ।
ଆଉ ହେଉଛୁ କହି ଦେଖିବା ଏଥର ।

Wednesday, October 4, 2017
Topic(s) of this poem: men
POET'S NOTES ABOUT THE POEM
Written in Odia language, Odia is the official language of Odisha, India. Let the common men speak on different issues. The poet is the spokesperson of all here.
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success