ଜାଣି ନାହିଁ ଅଛି କିଆଁ,
ଜାଣିବାକୁ ଚାହେଁ ନା
ପ୍ରଭେଦ ପାଣି ନିଆଁ ।
ପିଇଛି ପବନ ଉଠିଛି ଉପର
ଆଉ ଏ ଯୋଉ ଉଠିଛି
ରହିଛି କୋଉଠି ପଚାର ନା ।
ଦେଖ, ନୀରବ ସଭିଏଁ,
ଛଟପଟ, ପୃଥିବୀ ଯନ୍ତ୍ରଣା ।
English rendering;
Know not why here,
Want not to know
Difference between
Water and fire.
Drunk air, raised up
Ask not where am I.
See, all silent,
Restlessness,
World distress.
This poem has not been translated into any other language yet.
I would like to translate this poem
Life is full of distress