ଭୁଲିବ ମତେ
ନୁହଁ ସମ୍ଭବ।
ସମୁଦ୍ର କଣ
ପାରିବ ଭୁଲି ନଦୀକୁ!
ନା, ତାରା
ପାରିବ ନି ଭୁଲି
ଆକାଶ।
ଉଡିବାକୁ କରେ କି
ମନା ପକ୍ଷୀ।
ଫିଟାଇଲେ ପାଟି ମେଘ,
ହୁଏ ନା ସମ୍ଭାଳି।
ନାହିଁ ଶେଷ,
ନାହିଁ ସ୍ୱପ୍ନ, ଯିବାକୁ ହୁଏ
ଆସିଲେ ପାଳି।
English rendering;
Not possible to
Forget me.
Can the sea
Forget the river?
No,
The stars
Can't forget
The sky.
Can the bird
Deny flying?
If the clouds
Open the mouth,
It is
Not tolerable.
No end,
No dream,
We have to go
When the turn comes.
This poem has not been translated into any other language yet.
I would like to translate this poem