କବିତା ଲେଖୁଛୁ Writing Poetry Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କବିତା ଲେଖୁଛୁ Writing Poetry

Rating: 5.0

1.

ବ୍ରହ୍ମ କାଣା ଜାନିଛୁ?
ଜପ ତପ ମାଳାମନ୍ତ୍ର ଗଡାଉଛୁ?
ଠକିଭଁଡି ନେଇଁପାରଲେ ଗୁରଦୁ,
ଖାଲେ ନେଇଁ ପକେଇପାରଲେ
ଉନଝାମାନକୁ, ପରର ଝି ବହୁକେ
ଅରକଲେ ନେଇଁ ପକେଇପାରଲେ,
ବ୍ରହ୍ମ ଅଭିଶାପ ନେ ବଲୁଛୁ?
ଆରେ, ହେ ବ୍ରହ୍ମ ତତେ ଗିଲବା,
ତତେ ପୁଡାବା, ତତେ କରବା ସ୍ୱାହା।
ରହ ରହ ଟାକି ଥା, ଆଏବା ସମିଆ,
ପଡବୁ ଖାଲେ, ଉଠି ନେଇଁପାରୁ,
ବସି ନେଇଁପାରୁ, ଶୁଇ ନେଇଁପାରୁ,
ହେଲକେ ହଗୁଥିବୁ, ମୁତୁଥିବୁ, ଖଉଥିବୁ,
କେଁ କେଁଟା କରିଛୁ ସୁମରୁଥିବୁ।

2.

କବିତା ଲେଖୁଛୁ?
ମରବୁ, ମରବୁ,
ମାରମୁ ତତେ ଦେଖବୁ।

ମୋର ମନ୍,
ଘୁଡା ଘିନମି,
ଲାଂଚ ଦେମି,
ଲାଂଚ ନେମି,
ଦାରିଦାସି କରମି,
ମଦ ପିମି,
ନାଲିଥି ଗିରମି।
ଜିନ୍ଦାବାଦ କରବୁ ମତେ,
ଭୋଟ ଦେବୁ ମତେ,
ମାଲିକ ମାଲିକ କହେବୁ ମତେ,
ମୁଇଁ ତୋର ମା ବୁଆ
ମୋର ହିସାବରେ
ନେଇଁ ଚଲଲେ
ନିନ୍ଦା ବଦନାମ କରମି ତୋର,
ମାରମି ପିଟମି ପୁଟପୁଟକରି।
ମୁଇଁ କହେମି, ଚୁପ୍ ।
ତୁଇ ନେଇଁ ପାରୁ କହି,
ମୁଇଁ ଘିନମି ଘୁଡାହାତୀ
କରମି ତତେ ଉପରତଲ,
ହଉଥିବୁ ତୁଇ କଲବଲ।
ଚୁପ୍ ବେ, ଦେଖଉଛେ
ଏତକିସେତକି ବଲ୍।

ଏନ୍ତା ଲେଖ୍
ସେନ୍ତା ଲେଖ୍,
ଜେନ୍ତା କହେମି
ହେନ୍ତା ଲେଖ୍।
ନେଇଁ ଲେଖୁ?
ତୋର ବିବେକ ବୁଦ୍ଧି
ଲଗାବୁ?
ମରବୁ, ମରବୁ,
ମାରମୁ ତତେ ଦେଖବୁ।

3.

କବିତା ଲେଖୁଛୁ?
ମରବୁ, ମରବୁ,
ମାରମୁ ତତେ ଦେଖବୁ।

ମୋର ମନ୍,
ଘୁଡା ଘିନମି,
ଲାଂଚ ଦେମି,
ଲାଂଚ ନେମି,
ଦାରିଦାସି କରମି,
ମଦ ପିମି,
ନାଲିଥି ଗିରମି।
ଜିନ୍ଦାବାଦ କରବୁ ମତେ,
ଭୋଟ ଦେବୁ ମତେ,
ମାଲିକ ମାଲିକ କହେବୁ ମତେ,
ମୁଇଁ ତୋର ମା ବୁଆ
ମୋର ହିସାବରେ
ନେଇଁ ଚଲଲେ
ନିନ୍ଦା ବଦନାମ କରମି ତୋର,
ମାରମି ପିଟମି ପୁଟପୁଟକରି।
ମୁଇଁ କହେମି, ଚୁପ୍ ।
ତୁଇ ନେଇଁ ପାରୁ କହି,
ମୁଇଁ ଘିନମି ଘୁଡାହାତୀ
କରମି ତତେ ଉପରତଲ,
ହଉଥିବୁ ତୁଇ କଲବଲ।
ଚୁପ୍ ବେ, ଦେଖଉଛେ
ଏତକିସେତକି ବଲ୍।

ଏନ୍ତା ଲେଖ୍
ସେନ୍ତା ଲେଖ୍,
ଜେନ୍ତା କହେମି
ହେନ୍ତା ଲେଖ୍।
ନେଇଁ ଲେଖୁ?
ତୋର ବିବେକ ବୁଦ୍ଧି
ଲଗାବୁ?
ମରବୁ, ମରବୁ,
ମାରମୁ ତତେ ଦେଖବୁ।

4.

ତୋର ଏରିଆରେ ତୁଇ ଥା,
ମୋର ଏରିଆଥି ମତେ
ରହେବାର ମୌକା ଦେ।

ମୁଇଁ ମୋର ରଜା
ମୋରଠାନେ,
ତୁଇ ତୋର କାଣା
ହେଟା ନେଇଁ ଜାନେ।
ହାପସି କେଚଡେଇ
ନେଇଁ ହ ଶୁଖା ଭଟାନେ।

ତୁଇ ତୋର କାଣା
ହେଟା ଜାନିଥିବୁ ତୁଇ,
ଆରୁ ନେଇଁ ଜାନି ବଏଲେ
ନେଇଁ ଆ ପାସକେ
ଟୁଁଡଗଁଧେଇ।

ଜାନିଛୁ କି
ନେଇଁ ଜାନିଛୁ
ହେଥି ନେଇଁନ
ମୋର ଦେବାର
କି ନେବାର କିଛୁ।

ମୋର ଏରିଆଥି
ମୁଇଁ ଦିଲଖୁସ୍,
ମୁଇଁ କାଁ କରମି
ତୋର ଲଲୋପଁଜୋ
ଫୁକା ହଉଛେ
ଜଦରଭି ଫୁସ୍।

ମୋର ସାଗଭାତ୍
ନୁନମିରଚା ବଡିଚୁରା
ମତେ ବଢିଆ,
ଚାହେନା ନେଇଁ
ତୋର ଲବଙ୍ଗଲତା
ବଟର ବିରିଆନି ପିଜା।

Tuesday, May 22, 2018
Topic(s) of this poem: poetry
POET'S NOTES ABOUT THE POEM
Written in kosli language.kosli is an ancient language and is used at present mostly in western parts of Odisha, India
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success