ଚିତ୍ର ପ୍ରତିମା ପ୍ରାୟେ
ତୁ ଇ ଅଛୁ।
ଭଲମନ୍ଦ କେତେକଥା
ପୁଣି ଯେ ବୁଝୁଛୁ
ଜଣ ଜଣକେ ସଭିଙ୍କୁ।
ତୋଠି ପୂରିଛି ସବୁ,
ନ ଜାଣି ଆମେ ଖାଲି
ବାଇ ହେଉଛୁଁ।
This poem has not been translated into any other language yet.
I would like to translate this poem