ସବୁ ଛାଡିଛୁଡି ପଳେଇଯିବାର ସମୟ ଉପସ୍ଥିତ! ସକାଳୁ ଉଠି କବାଟ ଖୋଲିଲାବେଳକୁ ଘର ସାମ୍ନାରେ ଦୁଧ ବଦଳରେ ଥୁଆ ମଦ।ଠିଆ ହୋଇଥିବା ପିଲାଟି କହିଲା, ସାର୍ ଟଙ୍କା କିଏ ମାଗୁଛି ଏବେ ଆପଣଙ୍କୁ! ଅଚିନ୍ତା ଥାଆନ୍ତୁ।ପରେ ଆସିବ ସବସିଡି କଟା ହୋଇ, କହୁଥାନ୍ତୁ ଖାଲି ହାଁଜୀ ହାଁଜୀ! ଆପଣଙ୍କ ଘରେ ଆପଣ ବନ୍ଦୀ।
In English;
Leaving all, let us go away, it is the proper time. In stead of milk, wine is there in front of my house, I see in the morning. The boy, stood near said, sir who is asking for money? Think nothing. Just go on telling yes, yes. Deducting subsidy bill would come later on. You are imprisoned in your own house.
This poem has not been translated into any other language yet.
I would like to translate this poem