ଉତ୍ସ
ଗଜାନନ ମିଶ୍ର
ସବୁର ଉତ୍ସ ତୁମେ
ସବୁ ତୁମେ।
ବର୍ଣି ପାରିବି ନି
ତମକୁ କେବେ।
ନାହିଁ ତୁମର
ଜନ୍ମଜାତକ
ତଥାପି ଦେଖ
ମୁଁ କେଡେ ମୂର୍ଖ
ପାଳୁଛି ତୁମର ଜନ୍ମଦିନ।
ଜାଣେ ତୁମେ ଚକାଜହ୍ନ,
ଜାଣେ ତୁମେ ସୂର୍ଯ୍ୟ,
ଆଉ ଅଛ ସବୁବେଳେ ଏଠି।
ମୁଁ କେଡେ ମୂର୍ଖ
ଅନ୍ଧାରରେ ହେଉଛି ଘାଣ୍ଟି!
English rendering;
You are the source of all,
You are all.
I can't make you
Describe.
You have no birth
No horoscope,
Still, see
How ignorant I am,
I am observing your birthday.
I know you are the full moon,
You are the sun
And you are here always.
How ignorant I am,
For nothing, I am busy in the dark,
This poem has not been translated into any other language yet.
I would like to translate this poem