ନିଜକୁ କର ଅନୁଶରଣ,
ବାବା ଫାବା ସବୁ ଶୂନ୍ୟ ।
ମଣିଷ ତୁମେ, ମଣିଷ
ନ କରୁ ତୁମକୁ ଲୁଣ୍ଠନ ।
ମଣିଷ, ତୁମେ ତାରା,
ତୁମେ ତୁମର ଆଲୁଅ ।
ତୁମେ ସତ୍ୟ, ତୁମେ ଶୁଦ୍ଧ,
ଅଛି ତୁମର ଅକପଟ ହୃଦୟ ।
English rendering;
Follow yourself, men,
Hermit, sage all nothing.
You are men, let men
Not exploit you.
Men, you are the stars,
You are your light.
You are the truth,
You are pure and
You have an honest heart.
This poem has not been translated into any other language yet.
I would like to translate this poem
men should know who he is and must not follow other men.