ତୁମେ କହିଲ, ମୁଁ ଶୁଣିଲି।ଶୁଣିଲି ଆଉ କହିଲି ନି କିଛି।ତୁମେ କହିଲ ସବୁ ବୁଝିଲି।ତୁମେ ବୁଝିଲ, ମୁଁ ଉଠିଲି।ଉଠିଲି ଆଉ ଗଲି ନି କେଉଁଆଡକୁ।କହିଲ ଏତିକିରେ ଥାଉ।ଯେତେ ଯାହା ହେବାର ହେଉ।ଆକାଶ ଝଟକିଉଠୁ।ତାରାସବୁ ପଳେଇଲେ ଆଉ ସବୁ ନେଇଗଲେ।କୋଉଠି କିଏ କଣ ରଖିଲା ପତ୍ତା ନ ଥିଲା।
In English;
You told, I heard.I heard and told nothing. You told you understood everything.you understood I rose.I rose but did not go anywhere. You told keep it all here.let it go.let the sky dazzle.stars went away and
Took away all. No address of any one who kept what and where.
This poem has not been translated into any other language yet.
I would like to translate this poem