କେଡେ ଯତ୍ନେ
କରୁଥିଲିଁ ସେବା,
ଭଲରେ ରହେବା,
ପୁରଥିରେ ନାଁ କମାବା
ଆରୁ ଭାବୁଥିଲିଁ
ତୋର ମା
ମୋର ମା ଗୁଟେ।
ଏଖେନ ମୋର ମା
ନେଇଁ ପାରୁଛେ
ସୋରସୁତର୍ ଧରି
ନେଇଁ ପାରୁଛେ ଉଠିବସି
ଭିତରକେ ବାହାରକେ ଦେଖି।
ମୋର ମା ପାଖେ ଅଛେଁ ମୁଇଁ
ସେବା ଯତନ କରୁଛେଁ,
କାଁଜେ ହଉଛୁ ତୁଇ
ଏତକି ସେତକି ଛିଡେଇ ପୁଡେଇ
ନେଇଁ ପାରୁଛେଁ ବୁଝି।
ଭାବୁଥିଲୁ କେଁ
ମୋର ମା ଯଉ ମରି,
ତୋର ମା ରହୁ ଯୁଗ ଯୁଗ ଧରି!
This poem has not been translated into any other language yet.
I would like to translate this poem