ନୂଆଁ ଖାଇ- ଆସ ପାଲମା Poem by Dr. Sada Bihari Sahu

ନୂଆଁ ଖାଇ- ଆସ ପାଲମା

Rating: 5.0

ଘର ଦୁଆର ପଡୁଛେ ଆରୁ ଉଠୁଛେ, ନୂଆଁଖାଇ ଆସିଛେ
ବରଷେ କେ ଥରେ ଆଇସି, ଆମ ମାନଙ୍କୁ ମିଲାସି
ଧାନ ଖେତ ହସୁଛେ, ଚାଷୀର ମନ ଭାସୁଛେ
ଚାରି ଆଡେ ଖୁସିର ଲହର, ପ୍ରକୃତି ମା ଆମର ଅତି ସୁନ୍ଦର
ତାକେ ପୂଜମା ଜୀବନ ସାରା, ଦୁଖ ହାରବା ଆମର ପରା
ମା ସମଲେଇ ଆମର ସାହା, ଦୁଖ ଦରଦନୁ କରବା ରିହା
ଆସ ପାଲମା ନୂଆଁ ଖାଇ, ଭୁଲ ଭଟକା ଭୁଲି ଯାଇ
ଜଗ ହସଲେ ଆମେ ହସମା, ମୁନୁଷ କାନ୍ଦେଲେ ଆମେ କାନ୍ଦମା
ବଡ ମାନଙ୍କୁ ଆମର ଜୁହାର, ସାନ ମାନଙ୍କୁ ଦେମା ଆଦର
ନାଇ କରମା ଝଗଡା ଝାଣ୍ଟି, ଖାଏମା ସବୁ ବାଣ୍ଟି କୁଣ୍ଟି
ଦୁରେ ରହୁ ଆମର ଗରବ, ଅହଂକାର, ସବୁ ଠାନେ ହେଉ ସତର ଯଯକାର
ମିଲି ମିଶି ଚଳମା, ଦେଶ କେ ଆଗେ ବଢାମା
ମାଟି ଆମର ମା, ତାକେ ଭୁଲଲେ ଭାଷି ଜିମା
ସବୁବେଲେ ହସୁ ଥାଉଁ, ନୂଆଁ ଖାଇ ପାଲୁ ଥାଉଁ
ଦୁଖ ଦରଦ ମିଟି ଯିବା, ଏନ୍ତା ହି ଜୀବନ କଟିଯିବା
ନୂଆଁ ଖାଇ ଜୁହାର ଗ୍ରହଣ କରବ, ଭୁଲ ଥିଲେ କ୍ଷମା କରବ
ମହକୁ ଥାଉ ଏନ୍ତା ଜୀବନ, ମା ସମଲେଇ ତୁମକୁ ନମନ

Thursday, December 7, 2017
Topic(s) of this poem: festival
POET'S NOTES ABOUT THE POEM
Poem is in Koshali /Sambalpuri language which is spoken by Western Odisha and my mother tongue. Poem is about the main festival of Western Odisha i.e. Nuan Khai /Navanna.
COMMENTS OF THE POEM
Sada Bihari Sahu 06 January 2018

Thanks Dillu for ur nice comment

0 0 Reply
Dr Dillip K Swain 05 January 2018

ନୂଆଁ ଖାଇ ଜୁହାର ଗ୍ରହଣ କରବ, ଭୁଲ ଥିଲେ କ୍ଷମା କରବ ମହକୁ ଥାଉ ଏନ୍ତା ଜୀବନ, ମା ସମଲେଇ ତୁମକୁ ନମନ -Loving poem for the auspicious occasion of Nuan Khai /Navanna....10 -

0 0 Reply
READ THIS POEM IN OTHER LANGUAGES
Close
Error Success