ପୂଜା Poem by Dr. Sada Bihari Sahu

ପୂଜା

Rating: 5.0

କିଏ ପୂଜେ ଆଲ୍ଲାଙ୍କୁ ତ କିଏ ପୂଜେ ବିଷ୍ଣୁ
ଆଉ କିଏ ପୂଜେ ପୁଣି ବୁଦ୍ଧ, ଜୈନ, ଯୀଶୁ
ଏ ସମସ୍ତଙ୍କ ଠାରୁ ବଡ ପୂଜା ଏଟେ ମାନବର
ଯାହାଙ୍କୁ ପୂଜିଲେ ହୁଏ ମାନବ ଜୀବନ ଉଦ୍ଧାର
ସମର୍ପଣ କର ନିଜ ଶ୍ରମ ମାନବ ସେବାରେ
ଧନ୍ୟ ହେବ ଜନ୍ମ ତୁମ ଏହି ସଂସାରରେ

Friday, December 15, 2017
Topic(s) of this poem: pray,prayer
POET'S NOTES ABOUT THE POEM
This is in Odia language and about Prayer.
COMMENTS OF THE POEM
Dr Dillip K Swain 29 December 2017

କିଏ ପୂଜେ ଆଲ୍ଲାଙ୍କୁ ତ କିଏ ପୂଜେ ବିଷ୍ଣୁ ଆଉ କିଏ ପୂଜେ ପୁଣି ବୁଦ୍ଧ, ଜୈନ, ଯୀଶୁ ଏ ସମସ୍ତଙ୍କ ଠାରୁ ବଡ ପୂଜା ଏଟେ ମାନବର -A precious piece of poetry! Thank you for sharing my dear friend Sada..10

0 0 Reply
READ THIS POEM IN OTHER LANGUAGES
Close
Error Success