ମୁଁ ପାଲଟି ଯାଆନ୍ତି କି
ଧାରୁଆ ଛୁରୀଟେ
ଚିରି ଦେବାକୁ
ତମାମ ଅନ୍ଧାର
ଯାହା ଯୁଗ ଯୁଗ ରୋଧିଛି
ସତ୍ଯର ପଥକୁ
କଳିଯୁଗର ତମାମ ଅନ୍ଧକାରକୁ ଭେଦ କରି ସତ୍ୟର ଆଲୋକ ଆବିଷ୍କାର କରି ଆଗକୁ ଭଡ଼ିବାକୁ ପଡିବ ...
wonderful write, the knife with all light is within us to cut all darkness.
This poem has not been translated into any other language yet.
I would like to translate this poem
କଳିଯୁଗର ତମାମ ଅନ୍ଧକାରକୁ ଭେଦ କରି ସତ୍ୟର ଆଲୋକ ଆବିଷ୍କାର କରି ଆଗକୁ ବଢ଼ି଼ବାକୁ ପଡିବ ...