କିଏ ଅଛ? ନେଇ ଯିବ
ମୋ ଧମନୀର ସବୁତକ ରକ୍ତ
ମୋ ଚେତନାର ତମାମ ଆବେଗ
ବଦଳରେ ଖୋଜିଦେବ
ଆମେରିକାର ଅନ୍ଧଗଳିର
ଚକ୍ ମକ୍ ଆଲୁଅରେ
ହଜି ଯାଇଥିବା ମୋ ଗାଁ ର
ଜୁଆନ ଶାଗୁଆ ସ୍ବପ୍ନ।
କିଏ ଅଛ କି?
This poem has not been translated into any other language yet.
I would like to translate this poem
Very good odia poem. I enjoyed it fUlly.