ଉପଳ ଖଂଡ Poem by Binayakumar Mohanty

ଉପଳ ଖଂଡ

ତୋ ସୈକତରୁ ସାଉଁଟିଥିବା
ଉପଳଖଂଡ ସବୁ
ତୋରି ହିଁ ରୂପ
ମୋର ତମାମ ଅର୍ଜନ
ତୋର ଭିନ୍ନ ଭିନ୍ନ କଳେବର।
ତାକୁ ଫିଂଗି ଦେବି କେମିତି?
ତୁ କହୁଛୁ।
କେମିତି?

This is a translation of the poem The Pebbles. by Binaya Kumar Mohanty
Thursday, November 15, 2018
Topic(s) of this poem: poem
COMMENTS OF THE POEM
Close
Error Success