ତୁମେ - 03 (Tume- 03 / Odia Poem) Poem by Kshirod Kumar Dehury

ତୁମେ - 03 (Tume- 03 / Odia Poem)

Rating: 5.0

ତୁମେ ଯେବେ ହସି ଦିଅ

ଗୋଲାପୀ ଓଠ ରେ,

ନିରୀହ ଏ ପ୍ରେମିକ ଟା

ଜଳି ଜଳି ମରେ ।



ତୁମେ ଯେବେ ଚାଲିଯାଅ

ରାଜହଂସୀ ଚାଲି,

ଅଦିନ ରେ ଫଗୁଣ ଟା

ବାଟ ଯାଏ ଭୂଲି ।।



ରୂପମୟୀ, ରୂପବତୀ,

ଗୁଣବତୀ କନ୍ୟା,

ଫଗୁଣ ବନ ରେ ପ୍ରେମ

ଝଡ ଅମାନିଆ ।।



ଶରତ ରାତି ରେ ତୁମେ

ସୁନୀଳ ଆକାଶ,

ମନ ର ଆକାଶେ ତୁମେ

ବାର ବାର ଆସ ।।

Thursday, November 30, 2017
Topic(s) of this poem: desire,love,love and art,love and dreams,love and friendship,love and life,lovers
COMMENTS OF THE POEM
Soumyaranjan Mohanty 23 April 2018

Nice poem.Thanks for sharing.

1 0 Reply
Rajendra Rout 30 November 2017

ଶରତ ରାତି ରେ ତୁମେ ସୁନୀଳ ଆକାଶ, ମନ ର ଆକାଶେ ତୁମେ ବାର ବାର ଆସ. Lovely poem shaired.i enjoy your poem........10+++++for it

6 0 Reply
Subhas Chandra Chakra 30 November 2017

ଶରତ ରାତି ରେ ତୁମେ ସୁନୀଳ ଆକାଶ, ମନ ର ଆକାଶେ ତୁମେ ବାର ବାର ଆସ ।। A beautiful poem from a so beautiful of a so handsome poet. Thanks for the sharing dear. Keep it up. 10+++++ for the sharing.

5 0 Reply
READ THIS POEM IN OTHER LANGUAGES
Close
Error Success