ଆଉ ମୁଁ ଉଠେଁ And I Rise Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଆଉ ମୁଁ ଉଠେଁ And I Rise

Rating: 5.0

ଫାଙ୍କା ଟିକିଏ ହୁଏ ଯେବେ
ଗଜାନନ ମିଶ୍ର

ମୁଁ ଉଠେଁ
ପଚାରେଁ ଭଲମନ୍ଦ ଦି ଚାରିପଦ।
କିଏ କହେ ମାୟା
ଆଉ କିଏ ଆଉ କଣ!

ଦୂରତ୍ୱ କମେ ନି ଯାହା,
ଆଉ ମୁଁ ଉଠେଁ।
ହାହାକାର ଅବଶ୍ୟ ନ ଥାଏ,
ଥାଏ କିନ୍ତୁ ଆତଙ୍କ ।

ସାମ୍ନାପଟେ କିଏ କରୁଥାଏ ଚେଷ୍ଟା
ପଳେଇ ଯିବାକୁ କୁଆଡେ ତରତର ।
ଆଉ କିଏ ହଜାଇ ଦେଇଥାଏ
ଆଉ କେତେକଣ ପଛପଟେ।

ଶବ୍ଦଯଜ୍ଞରେ ବ୍ୟସ୍ତଥିବା ମୋର ହାତ
ଗଭୀର ନୀଳରେ ତଥାପି ଚଳଚଂଚଳ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
24/10/2019

Thursday, October 24, 2019
Topic(s) of this poem: risen
COMMENTS OF THE POEM
Kumarmani Mahakul 24 October 2019

ସାମ୍ନାପଟେ କିଏ କରୁଥାଏ ଚେଷ୍ଟା ପଳେଇ ଯିବାକୁ କୁଆଡେ ତରତର । ଆଉ କିଏ ହଜାଇ ଦେଇଥାଏ ଆଉ କେତେକଣ ପଛପଟେ।......amusing expression with insightful theme. A beautiful philosophical poem is well executed.

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success