Barsha kahe
Sundar kari gadha sabu
Mu aasuchhi.
Mu aasuchhi bhala pain,
Satya pain tuma pain.
Mu aasuchhi
Jiba pain, aasuchhi
Puni ajiba pain.
Ubhaye samaan mo pain.
Khokholi kahe barsha.
Priya bandhu,
Barshathu bahut kichhi
Sikhibaar achhi
Aamar.
-
In Odia lipi;
ବର୍ଷା କହେ
ସୁନ୍ଦର କରି ଗଢ ସବୁ
ମୁଁ ଆସୁଛି ।
ମୁଁ ଆସୁଛି ଭଲ ପାଇଁ
ତୁମ ପାଇଁ ସତ୍ୟ ପାଇଁ ।
ମୁଁ ଆସୁଛି
ଜୀବ ପାଇଁ, ଆସୁଛି
ପୁଣି ଅଜୀବ ପାଇଁ ।
ଉଭୟେ ସମାନ ମୋ ପାଇଁ,
ଖୋଲାଖୋଲି କହେ ବର୍ଷା ।
ପ୍ରିୟ ବନ୍ଧୁ,
ବର୍ଷାଠୁ ବହୁତ କିଛି
ଶିଖିବାର ଅଛି
ଆମର ।