କଳା ଧଳା, Black White Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କଳା ଧଳା, Black White

Rating: 5.0

1.

କଳା ଉପରେ ବୋଳି ଦିଏ ଧଳା,
ଧଳା ଉପରେ ଦିଏ କାଟି ଲାଲ ଗାର।

ଲାଲ ଗାର ସ୍ପର୍ଶ କରୁଥାଏ
ନୀଳସାବଜା ଆକାଶ,
ଥାଏ ମେଘ ପଟା ପଟା ଦାଗ,
ଗନ୍ଧ ଥାଏ ସବୁରେ ମାଟିର।

2.


ସବୁ ମାୟା
ସମସ୍ତେ ବାୟା।
ମାୟାବୀ ସମସ୍ତେ
ବାୟା ମାୟାଫଳରେ।

ଅସ୍ତବ୍ୟସ୍ତ
ଜୀବନ ସବୁ।
ବ୍ୟାକୁଳ ଜୀବନ
ମାୟାମୟ ଡାକରେ।

ଫୁଲବେଳ
ଶାଗପଖାଳେ।
ଛପନ ଭୋଜନ
ଘାତକ ଅନ୍ଧାରରେ।

ଦେଖ ଦେଖ
ସେଲୁଟ ମାରେ।
ଦିନ ଯାଇ ରାତି
ଛୁଏଁ ଦେହ ନର୍କରେ।

ଗୀତ ଯାଏ
ଅନ୍ଧାର ଆଡେ।
ଆଶ୍ଚର୍ଯ୍ୟ ଆକାଶ
ଥାଇ କହେ ବାଃ ବାଃରେ।

Thursday, May 31, 2018
Topic(s) of this poem: life,truth
POET'S NOTES ABOUT THE POEM
Written in Odia language, Odia is the official language of Odisha India
COMMENTS OF THE POEM
Dr Dillip K Swain 31 May 2018

ସବୁ ମାୟା ସମସ୍ତେ ବାୟା। ମାୟାବୀ ସମସ୍ତେ ବାୟା ମାୟାଫଳରେ….ହୃଦୟସ୍ପର୍ଶୀ, ବାସ୍ତବତାର ଚିତ୍ର ଫୁଟି ଉଠିଛି ଏଇ ଚମତ୍କାର କବିତାରେ! ସାଧୁବାଦ ମୋର ପ୍ରିୟ କବି..! A beautiful poem…10

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success