Kuta nahin chopaa
Bahariba ni gahama.
Nahin kichhi
Apritikara parisrama chhadaa.
Sanga hua satya sahita
Bahara karibaku satya.
Uda, uda dharibaku
Aakasha satya.
In odia lipi or Brahmi script;
କୁଟ ନାହିଁ ଚୋପା
ବାହାରିବ ନି ଗହମ ।
ନାହିଁ କିଛି,
ଅପ୍ରୀତିକର ପରିଶ୍ରମ ଛଡା ।
ସଙ୍ଗ ହୁଅ ସତ୍ୟ ସହିତ
ବାହାର କରିବାକୁ ଅମୃତ ।
ଉଡ, ଉଡ ଧରିବାକୁ
ଆକାଶ ସତ୍ୟ ।
no use of life with fruitless labor.