Swachha raha,
Thakami nahin, dayakari.
Aarambharu sesha jae
jane mu sabu.
Nu achhi sabuthi
A pariki tuma bhitare.
Satyare raha,
Khusire raha.
Kara ni chinta kichhiku.
Mu achhi
Sabu samasyara samadhana pain.
In odia lipi or Brahmi script;
ସ୍ଵଚ୍ଛ ରହ, କର ନି
ଠକାମି ଦୟାକରି ।
ଆରମ୍ଭରୁ ଶେଷଯାଏ
ଜାଣେ ମୁଁ ସବୁ ।
ମୁଁ ଅଛି ସବୁଠି
ଏପରିକି ତୁମ ଭିତରେ ବି ।
ସତ୍ୟରେ ରହ,
ଖୁସିରେ ରହ ।
କର ନି ଚିନ୍ତା
କିଛିକୁ ।
ମୁଁ ଅଛି
ସବୁ ସମସ୍ୟାର
ସମାଧାନ ପାଇଁ ।