Dukhita kahil; i mu sabhinku
Kichhi nahin jadio.
Mu hrudayangama karichhi,
Banchibaaku achhi kie
Aau kie maribaaku.
Kichhi nuhen jathesta,
Aau kichhi hoi nahin.
-
In Odia language, script- Brahmi;
ଦୁଃଖିତ, କହିଲି ମୁଁ ସଭିଙ୍କୁ
କିଛି ନ ଥାଇ ନ ହୋଇ ।
ହୃଦୟଙ୍ଗମ କରିଛି ବଂଚିବାକୁ କିଏ
ଆଉ କିଏ ମରିବାକୁ ।
କିଛି ନୁହେଁ ଯଥେଷ୍ଟ,
ହୋଇ ନି କିଛି ।