Gatisheela-
Jibana, samaya
Aau sabu kichhi.
Aame ethi
Satyara manchare.
Kana karibaa,
Kipari karibaa,
Ketebele karibaa
Aau aame janu
Kana satya.
Preama aamara
Neuchhi jatna.
Aau ethi sethi
Aame swachha suddha.
In Odia lipi or Brahmi script;
ଗତିଶୀଳ
ଜୀବନ, ସମୟ
ଆଉ ସବୁ କିଛି ।
ଆମେ ଏଠି
ସତ୍ୟର ମଂଚରେ ।
କଣ କରିବା,
କିପରି କରିବା,
କରିବା କେତେବେଳେ,
ଆଉ ଜାଣୁ
କଣ ସତ୍ୟ ।
ପ୍ରେମ ନେଉଛି
ଯତ୍ନ ଆମର ।
ଆଉ ଏଠି ସେଠି
ଅମେ ସ୍ଵଚ୍ଛ ସୁନ୍ଦର ।
Life is really beautiful always