ଭାଗ ହେମାନକରଠାନୁGo Away From Them Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଭାଗ ହେମାନକରଠାନୁGo Away From Them

Rating: 5.0

କୁଲିହାମାନେ ସବୁ ହେଟା,
କରୁଥିସନ ହୁକେ ହୋ
ଶୁଖା ଭଟାଥି ସହଜି ସହଜି।
ଆରୁ କେନ, କେଁଟା ପାଇଗଲେ
ରାପି ଆଏସନ୍, ବିପଦ ଅଛେ
ଜାନି ପାରଲେ ଲେଂଜ ଜାକିକରି
କାହିଁରଟା କାହିଁ ଭାଗିଯାଏସନ୍।

କୁଲିହାମାନେ ହେଟା,
ହେମାନକୁ ଠୁଲେଇକରି
କେନକେ ଯିବ ଆରୁ
ଯୁଝବ କାହାର ସଁଗେ
କେନ୍ତାକରି କେତେବେଲତକ୍!

ଦୁନିଆଁ ଦେଖାସନ
ଧୋକା ଦେଇକରି ହେମାନେ,
ମନା ନେଇଁ କରବାର ମୁଇଁ।
ନେଇଁଥିଲେ ହେମାନେ
ଭଲମଁଦ ନେଇଁ ହେତା ଜାନି।

ହେଲେ ଭି
ହେଲେ ଭି
ଯ ହେତାକର ପାସକେ ବଲି
କେନ୍ତା କହେମି ତମକେ।
ନେଇଁ ପାରଲେ ସମ୍ଲେହି
ହେଟା ଯିବ ନ ଚାଟି
ତମର ପେଟଅଁତିନୁ
ନେବେ ଉଲଚି।

ଭାଗ ହେମାନକରଠାନୁ
ଗୁରଦୁ ଦୁରହେ ରହ
ଭଲି ନେଇଁ ଯ ହେମାନକରନିକେ
ହେମାନକର ଦାଁତ ଦେଖାଥି ଭି
ଅଛେ ପଚପଚା ବିଷ୍।

Monday, July 30, 2018
Topic(s) of this poem: evil
POET'S NOTES ABOUT THE POEM
written in kosli language, kosli is an ancient language and is used in western parts of Odisha India
COMMENTS OF THE POEM
Kumarmani Mahakul 30 July 2018

A beautiful philosophical poem in kosli language on evil works has been astutely inscribed. Thanks for sharing.10

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success