ହେଲମେଟ
ପାରିବ କି
ରକ୍ଷା କରି ମତେ?
ଯେ ଯୁଆଡେ
ଏ କୋଳାହଳରେ।
ବାଇକରେ ଗଲାବେଳେ
ମାଟି ଉପରେ
ମତେ ଲାଗେ, ଉଡୁଛି ମୁଁ
ମୁକ୍ତ ଭାବରେ ଆକାଶରେ।
ପିନ୍ଧିଛି ଅବଶ୍ୟ ହେଲମେଟ।
ଆଉ ଲଗେଇଛି ବି
ସନ୍ ଗ୍ଲାସ।
ବ୍ରେକ୍ ଅଛି
ମୋର ଆୟତ୍ତରେ
ଯାଇଛି ଭୁଲି।
ବୁଲେଟ କି ହୋଣ୍ଡା,
ସେ କଥା ଛାଡ ଭାୟା।
ଜେବ୍ରା କ୍ରସିଂ ଅବଶ୍ଯ
ହେବ ଲଂଘିବାକୁ।
ସେଲଫୋନ ଅଛି
ଜଣାଇବାକୁ ହେବ
ସେଥିରେ ଅଫଡେଟ।
ଅଛି, ବଂଚିଛି।
This poem has not been translated into any other language yet.
I would like to translate this poem
ବାଇକରେ ଗଲାବେଳେ ମାଟି ଉପରେ ମତେ ଲାଗେ, ଉଡୁଛି ମୁଁ ମୁକ୍ତ ଭାବରେ ଆକାଶରେ। ପିନ୍ଧିଛି ଅବଶ୍ୟ ହେଲମେଟ।..What a beautiful imagination! A great piece of work! We are proud of your holiness to the state through such beautiful language!