ଭୋକ Hunger Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଭୋକ Hunger

Rating: 5.0

ଦିଅ କିଛି ଖାଇବାକୁ
ଗଜାନନ ମିଶ୍ର

ପହିଲେ
ଦିଅ କିଛି ଖାଇବାକୁ
ଭାରି ଭୋକ।
ଖାଇ ସାରିଲେ କହିବ
କଣ କିଏ ନେବ
କଣ କିଏ ଦେବ।

ଦେବା କଥା ଦିଅ
ଯୋଗ୍ୟକୁ ନ ଦେଲେ
ଜାଣିଥାଅ ବଢିବ ଅନ୍ଧାର।
ଆଉ ବଢିଲେ ଅନ୍ଧାର
ଲଦିବ ନି ଦୋଷ
ଅନ୍ୟ କାହା ଉପରେ ମନେରଖ ।

ସମ୍ଭାଳି ଥାଅ ଭୋକ ଆଉ
ଦେଖି ଦେଖି ଯାଉଥାଅ
ପଛ ଆଗ।
ଥିଲେ ଥାଉ ସେଠି ରୋଗ
ତୁମର ତୁମେ ଯୋଉଠିକି
ଯିବା କଥା ଯାଅ ଶୀଘ୍ର ।

ଗଲାବେଳେ ଅବଶ୍ୟ କହିବ
ଇଏ ଘାସ ସିଏ ଆକାଶ
ଉଭୟେ ହଲୁ ନାହାନ୍ତି ଦୁଃଖ।
ମେଣ୍ଟୁ କିନ୍ତୁ ପହିଲେ
ଚଣ୍ଡାଳ ଭୋକ।

ତପୋବନ,ଟିଟିଲାଗଡ,ବଲାଙ୍ଗୀର
13/06/3020

Saturday, June 13, 2020
Topic(s) of this poem: life
COMMENTS OF THE POEM
Dr Dillip K Swain 13 June 2020

A brilliant write! Thanks for sharing....10++++++

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success