ଗୋଟେ ସେକେଣ୍ଡରେ In A Second Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଗୋଟେ ସେକେଣ୍ଡରେ In A Second

Rating: 5.0

ଗୋଟେ ସେକେଣ୍ଡ
ଗଜାନନ ମିଶ୍ର

କେତେ କଣ ହେବାର ଥିଲା
କିନ୍ତୁ ବର୍ଷାର ଥମିବାର ନାଁ ନାଇଁ
ଗୋଟେ ସେକେଣ୍ଡ ପାଇଁ ।

ଗୋଟେ ସେକେଣ୍ଡରେ
କେତେ କଣ ହେବାର ଥିଲା,
ନା, ହୋଇ ପାରିଲା ନାଇଁ।

ଆଖି ଖୋଲିଲା ନାଇଁ,
ପକ୍ଷୀ ପର ଝାଡିଲା ନାଇଁ,
କିଛି ହେଲା ନାଇଁ।

ଅବଶ୍ୟ ଆକାଶ
ଘୋଡି ହୋଇ ରହିଲା,
ଚା ଫୁଟିଲା କେଟଲିରେ,
ଛତୁ ହୋଇଗଲା ସମୟ,
ଘର ହୋଇଗଲା ଦୁଆର।

ଗୋଟେ ସେକେଣ୍ଡରେ
ରାଜାରାଣୀ ଗାଏବ,
ଗୋଟେ ସେକେଣ୍ଡରେ
ସତ୍ୟ ମିଥ୍ୟା ହୋଇଗଲା
ଏକାକାର, ପଛଆଗ
ହେଲା ନାଇଁ ବାରି।

ତଥାପି ଦେଖି ଚାହିଁ
ପରଖିଗଲାବେଳେ ନିଜକୁ
ନିଜଠି କହିଲି ଧେତ୍ ତେରିକି
ଏଇଥିପାଇଁ ଏତେ ଜଂଜାଳ!

ତପୋବନ, ଟିଟିଲାଗଡ, ବଲାଙ୍ଗିର
12/8/2019

Monday, August 12, 2019
Topic(s) of this poem: birth,death
COMMENTS OF THE POEM
Kumarmani Mahakul 12 August 2019

ଗୋଟେ ସେକେଣ୍ଡରେ ରାଜାରାଣୀ ଗାଏବ, ଗୋଟେ ସେକେଣ୍ଡରେ ସତ୍ୟ ମିଥ୍ୟା ହୋଇଗଲା ଏକାକାର, ପଛଆଗ ହେଲା ନାଇଁ ବାରି।.....so touching and impressive. Well executed poem. Thanks for sharing.

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success