1.
ଜେନ୍ଟା ଭାବୁଛେଁ
ହେଟା କହେମି।
ମୋର୍ ଭାଷାରେ କହେଲେ
କହିପାରମି ଠିକ୍।
ଦୁସରା ଭାଷାଥି କହ ବଏଲେ
କହି ହେବା ଠିକ୍
ନେଇଁ ପାରେଁ ଦେଇ
ଗେରେଣ୍ଟି।
ଥ ହେନ ହେନ୍ତି।
2.
ମତେ ନେଇଁ ପଚରେଇ କରି
ମୋର ବିରୋଧରେ କହେବାର ଅଧିକାର
ପାଏଲ କେନୁ?
ମୁଇଁ କଲା କି ଧଲା
କେନ କହେଲା
ଆରୁ ପରଖିଲ କି ନେଇଁ
ଆରୁ କେନ୍ତା କାଣା
ସୁନଲ କାହାରନୁ।
poem is written in Kosli language, it is an ancient language and mostly used in the western parts of Odisha, India.
This poem has not been translated into any other language yet.
I would like to translate this poem
Wonderful Sambalpuri poem is expressed in right track is interesting.10