1
ତଳ ଉପର ହେବା
ସାଧାରଣ ଏଠି।
ଏଥର ନହେଲା
ଚିନ୍ତା ନାଇଁ
ହେବ ଆଉଥରକେ
କିଛି ଭାବ ନି।
2
ଯୋଉ ଭାଷା ଥାଏ
ପଥର ପାଖରେ
ପୁଂଜି କରି
ଆଗଉଛି।
ଆଉ କାଠ
ଦେଖେ ଯୋଉ ଆଖିରେ
ହୁଏ ନି
ନଜର ଅନ୍ଦାଜ କରି।
ଫୁଟିବାର ନ ଥିଲେ
କଣ ଫୁଟେ!
ମେହେନତି ମଣିଷ
ଯାଏ ନିଜସ୍ବ ଗତିରେ।
Ups and down we see in life. But we should have courage and live life. An amazing poem is shared.
This poem has not been translated into any other language yet.
I would like to translate this poem
Great write about life's journey