ବେଲ ଯାଏସି
ବେଲା ନେଇଁ ଯାଏ,
ଖପାଚ୍ କିନା ବେଟି ନେସି,
ଆରୁ ପକେଇଦେସି ଗବଡୋ।
ଦେଖ୍ ରେ ବୁଆ ମକାରୁ
ତାରେ ନାରେ କରୁ ଥା,
ହଲଦିପାନିଥି ଗାଧୁଥା,
କେନଆଡକେ ଆରୁ ପଲାବୁ କେନ୍ତା
ଢଁ କଉ ଥା ବାଟ୍।
ଗୁନ୍ଦଲିଗଲା ସୁତା,
ଘି ଗୁରସ ଆରୁ ପାଏବୁ କାଣା,
ଚୁରାଲାଧନକେ ନେଇଁ କର ନ ମନ।
ଝାରେପତରେ ବୁଲୁଥା
ଆରୁ ଡାକୁ ଥା ଭଁଡାଁରିକେ କରବାରତକ୍ ଓ।
This poem has not been translated into any other language yet.
I would like to translate this poem
A wonderful poem is shared.............................................10